Tuesday, April 26, 2011

ଓଡିଆ ବ୍ଲଗ୍‌

ବହୁତ ଦିନୁ ଇଚ୍ଛା ଥିଲା କେମିତି ଓଡିଆରେ ବ୍ଲଗ୍‌ ଲେଖନ୍ତି ୤ ଆଜି ସେ ସ୍ୱପ୍ନ ପୂରଣ ହୋଇପାରିଛି ୤ ସେଥିପାଇଁ ଅପ୍ରାନ୍ତର ପ୍ରୋଗ୍ରାମର୍‌ ମାନଙ୍କୁ ଅଶେଷ ଧନ୍ୟବାଦ ୤